ଅବସ୍ଥା ଦେଖି ବ୍ୟବସ୍ଥା କଲେ ଏସ୍‌ଡିପଓ ତୋଫାନ ବାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୌଣସି କାରଣକୁ ନେଇ ଦୁଇଜଣ ବ୍ୟକ୍ତି ସ୍ଥାନୀୟ ପାଟଣାଛକରେ ଗଣ୍ଡଗୋଲ କରୁଥିବା ବେଳେ ଟ୍ରାଫିକ ବ୍ୟବସ୍ଥାରେ ବ୍ୟାଘାତ ଉପଜୁଥିବା ଦେଖିବାକୁ ମିଳିଥିଲା । ଏତିକି ବେଳେ ଏସ୍‌ଡିପିଓ ତୋଫାନ ବାଗ ଏହି ଅବ୍ୟବସ୍ଥା ଦେଖି ତୁରନ୍ତ ଘଟଣାସ୍ଥଳରେ ପହଂଚି ଦୁଇ ଜଣଙ୍କୁ ବୁଝାସୁଝା କରିବା ସହ ସମସ୍ୟାର ସମାଧାନ କରିଛନ୍ତି । ଏସଡିପିଓ ଶ୍ରୀ ବାଗ ବୁଝାଇବା ପରେ ଉଭୟେ ଯିଏ ଯାହାର ବାଟରେ ଚାଲିଯାଇଥିଲେ ଏବଂ ଟ୍ରାଫିକ ସମସ୍ୟାର ସମାଧାନ ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.