oom

ଜିଲ୍ଲା କଂଗ୍ରେସର ପ୍ରଚାର ପ୍ରସାର କମିଟି ଗଠିତ

jsmm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରଚାର ପ୍ରସାର କମିଟି ଗଠନ କରାଯାଇଛି । ବରିଷ୍ଠ ସଭ୍ୟ ଯୁଗଲ ପ୍ରସାଦ ସିଂ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ସଂଯୋଜକ ଭାବେ ପ୍ରତାପ ନାଏକ ରହିଛନ୍ତି । ସଭ୍ୟ ଭାବେ ପ୍ରକାଶ ଚନ୍ଦ୍ର ଦେବତା, ରିପୁ ନାଥ ସେଠ, ସତ୍ୟ ଭୁଷଣ ସାହୁ, ରାଜକିଶୋର ଷଡ଼ଙ୍ଗୀ, ସରୋଜ ଷଡ଼ଙ୍ଗୀ, ନିହାର ରଞ୍ଜନ ମହାନନ୍ଦ, ନିପନ ଦାଶ, ରବିନାରାୟଣ ପଣ୍ଡା, ଦିଲ୍ଲିପ ପଣ୍ଡା, ସରୋଜ କୁମାର ମହାପାତ୍ର, ହରଦୀପ ସିଂ, ପାଣ୍ଡବ କର୍ଣ୍ଣ, ବ୍ରହ୍ମା ମହାକୁଡ଼, ଜୋତି ରଞ୍ଜନ ପୂଜାରୀ, ଅନନ୍ତଶୟନ ପାଢ଼ୀ, ୟୁନିଟ କ୍ରିଷ୍ଣା ନାୟାର ପ୍ରମୁଖ ସଭ୍ୟ ‌ରହିଛନ୍ତି ।

jittmm
Leave A Reply

Your email address will not be published.