ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲାର ସ୍ଥାନୀୟ ଲାଂଥ ନଦୀ କୂଳରେ ଥିବା ଶବ ଶ୍ମଶାନ ଗୃହରେ ଚୂନ ବୋଲି ୧ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ଗତ ୧୦ ବର୍ଷ ତଳେ ବିଧାୟକ ପାଣ୍ଠିରୁ ଲାଂଥ ନଦୀ କୂଳରେ ଉକ୍ତ ଶ୍ମଶାନ ଗୃହ ନିର୍ମାଣ କାର୍ୟ୍ୟ ହୋଇଥିଲା । ବର୍ତ୍ତମାନ ପଞ୍ଚାୟତ ବିଭାଗର କତ୍ତୃପକ୍ଷ ମିଳିମିଶି ଟଙ୍କା ଖାଇଯାଇ ଥିବା ଅଭିଯୋଗ ହେଲା ପରେ ଚର୍ଚ୍ଚା ଜୋର ଧରିଛି । ତେବେ ବ୍ଳକ ପ୍ରଶାସନ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ ହେଉଛି ।
Prev Post
Next Post