oom

ଆଜି ବଲାଙ୍ଗିର ଜିଲ୍ଲାରେ ୯୪ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରେ ୨୩

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରେ ୨୩ ଜଣ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରେ ୱାର୍ଡ ନଂ.୧ରୁ ୨, ୨ରୁ ୧୧, ୫ରୁ ୩, ୯ରୁ ୨, ୧୫ରୁ ୩, ୧୯ରୁ ୧ ଏବଂ ୨୦ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ବଡ଼ଟିକା ଗ୍ରା.ପ.ରୁ ୧, କୁଟାସିଂଗା ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ବିଡ଼ିଘାଟ ଗ୍ରା.ପ.ରୁ ୧ ଏବଂ ମନହୀରା ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲା ଗ୍ରା.ପ.ରୁ ୧, ଭାଲୁମୁଣ୍ଡା ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୨ ଏବଂ କୁଣ୍ଡାବୁଟୁଲା ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍‌ କାନୁଟ ଗ୍ରା.ପ.ରୁ ୨, ଶିଶକେଲା ଗ୍ରା.ପ.ରୁ ୧, ବାଲିଖମାର ଗ୍ରା.ପ.ରୁ ୧ ଏବଂ ବେଲପଡ଼ା ଗ୍ରା.ପ.ରୁ ୧, ଖପ୍ରାଖୋଲ ବ୍ଲକ୍‌ କରୁଆଁଝର ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ମୁରିବାହାଲ ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ କେନ୍ଦୁମୁଣ୍ଡି ଗ୍ରା.ପ.ରୁ ୧, ଲରମ୍ଭା ଗ୍ରା.ପ.ରୁ ୧, ସୁନାମୁଦି ଗ୍ରା.ପ.ରୁ ୧, ଉଲ୍‌ବା ଗ୍ରା.ପ.ରୁ ୧, ବନେଇମୁଣ୍ଡା ଗ୍ରା.ପ.ରୁ ୧, ଧୁବଲପଡ଼ା ଗ୍ରା.ପ.ରୁ ୧ ଏବଂ ଡଙ୍ଗାବାହାଲ ଗ୍ରା.ପ.ରୁ ୧, ପୁଇଁନ୍ତଲା ବ୍ଲକ୍‌ ବଇଁରାସର ଗ୍ରା.ପ.ରୁ ୩, ଆଠଗାଁ ଗ୍ରା.ପ.ରୁ ୧, ସାଆନ୍ତପୁର ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୫ ଓ କନ୍ଧକେଲଗାଁ ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଳକ୍‌ ମର୍‌ଲାଡ଼ ଗ୍ରା.ପ.ରୁ ୧, କୁଶକେଲ ଗ୍ରା.ପ.ରୁ ୧, ମନିଗାଁ ଗ୍ରା.ପ.ରୁ ୧, ଦିଗଶିରା ଗ୍ରା.ପ.ରୁ ୩ ଓ ବିଜେପୁର ଗ୍ରା.ପ.ରୁ ୧, ତୁରେକେଲା ବ୍ଲକ୍‌ ତୁରେକେଲା ଗ୍ରା.ପ.ରୁ ୧, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧ରୁ ୨, ୩ରୁ ୨, ୪ରୁ ୧, ୭ରୁ ୧, ୧୪ରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ. ୧ରୁ ୧, ୩ରୁ ୩, ୫ରୁ ୧, ୭ରୁ ୧, ୧୧ରୁ ୫, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ. ୧ରୁ ୨, ୨ରୁ ୨, ୪ରୁ ୧, ୫ରୁ ୧, ୧୧ରୁ ୧, ତୁଷୁରା ଏନ୍‌ଏସିରୁ ୪ ଜଣ ସଂକ୍ରମିତ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲା ୪୯୮୨ ଜଣ ସଂକ୍ରମିତ ହୋଇଥିବା ବେଳେ ୮୯୯ ଜଣ ଏକ୍‌ଟିଭ୍‌ ରହିଥିବା କୁହାଯାଇଛି ।

jittmm
Leave A Reply

Your email address will not be published.