ସ୍କୁଲର ପାଚେରୀ ଭାଙ୍ଗି ଭିତରକୁ ପଶିଲା ବଣୁଆ ହାତୀ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଳକ ଭାଲୁପାଲି ଗ୍ରାମରେ ଆଜି ଗ୍ରାମର ସରକାରୀ ସ୍କୁଲର ପାଚେରୀ ଭାଙ୍ଗି ସ୍କୁଲ ପରିସରର ପତାକା ଉତ୍ତୋଳନ ଖମ୍ବ ଉପାଡି ଦେି ହାତୀ ପଲ କଦଳୀ ଓ ଅନ୍ୟ ଗଛ ଦଳି ଦେଇଥିବା ଗ୍ରାମବାସୀ କହିଛନ୍ତି । ଏହି ହାତୀପଲ ସ୍କୁଲ ମୁଖ୍ୟ ପ୍ରବେଶ ଦ୍ୱାର ଦେଇ ବାହାରି ରମାଇ ପାହାଡ଼ ସଂରକ୍ଷିତ ଜଙ୍ଗଲକୁ ସକାଳେ ଚାଲି ଯାଇଥିବା ସୂୁନା ମିଳିଛି । ହାତୀ ଭୟରେ ଗ୍ରାମବାସୀ ନିଜର ଚାଷ ଜମି କିମ୍ବା ଅନ୍ୟାନ୍ୟ କାମ ପାଇଁ ଘରୁ ବାହାରକୁ ଯିବା ପାଇଁ ଡରୁଥିବା ସେମାନେ କହିଛନ୍ତି ।

Leave A Reply

Your email address will not be published.