jayashree

ବାଇଡେନ ଏପରି କାମ କଲେ, ଯେଉଁଥିରେ ‘ଡ୍ରାଗନ୍’କୁ ଲାଗିବ ଝଟ୍‌କା

ନୂଆଦିଲ୍ଲୀ : ଡେମୋକ୍ରେସି ଉପରେ ଭର୍ଚୁଆଲ୍ ଶିଖର ସମ୍ମିଳନୀ ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବିଶ୍ୱର ୧୧୦ ଦେଶକୁ ଆମନ୍ତ୍ରଣ କରିଛନ୍ତି । ଏହି ଭର୍ଚୁଆଲ୍ ଶିଖର ସମ୍ମିଳନୀ ୯-୧୦ ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି । ସୂଚନାଯୋଗ୍ୟ ଯେ, ଆମେରିକା ଚୀନ୍‌କୁ ଏହି ଶିଖର ସମ୍ମିଳନୀକୁ ନିମନ୍ତ୍ରଣ କରିନାହିଁ, କିନ୍ତୁ ତାଇୱାନକୁ ନିମନ୍ତ୍ରଣ ପଠାଯାଇଛି । ଆମେରିକାର ଏହି କାମରେ ଡ୍ରାଗନ୍‌କୁ ଝଟ୍‌କା ଲାଗିବ ବୋଲି ଆଲୋଚନା ଜୋର୍‌ ଧରିଛି ।

Leave A Reply

Your email address will not be published.