ଠିକାଦାରପଡା ଦୁର୍ଗାପୂଜା କମିଟି ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଠିକାଦାରପଡା ଦୁର୍ଗାମଣ୍ଡପ ଠାରେ ଚଳିତ ବର୍ଷ ପାଇଁ ବରିଷ୍ଠ ଆଇନଜୀବୀ ପ୍ରବିଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ସଭ୍ୟ ସହମତିରେ ଦୁର୍ଗାପୂଜା ନିମନ୍ତେ ଏକ କମିଟି ଗଠନ କରାଯାଇଥିଲା । ଏଥିରେ କାଳିଚରଣ ବିଶ୍ୱାଲ ସଭାପତି, ଅଜିତ ମହାଲିଙ୍ଗ ଉପସଭାପତି, ଅନିଲ ପାଣିଗ୍ରାହୀ ସାଧାରଣ ସଂପାଦକ ଓ କୋଷାଧ୍ୟକ୍ଷ ଭାବେ ଶେଷଦେବ ଯୁଏଡ ରହିଥିବା ବେଳେ ଉପଦେଷ୍ଟା ମଣ୍ଡଳୀରେ ସୁରେନ୍ଦ୍ର ବାଗ, ସୂର୍ଯ୍ୟନାରାୟଣ ମିଶ୍ର, ଧୃବ ଯୁଏଡ, ଇଶ୍ୱର ଚିରଗୁନ୍‌, ପ୍ରଦିପ ସାମନ୍ତରାୟ, ନରେନ୍ଦ୍ର ପାଲ, ଲକ୍ଷିନ୍ଦ୍ର ସାହୁ, ରଂଜିତ ବେହେରା, ସମିର ମିଶ୍ର, ଦେବେନ ପାତ୍ର, ପ୍ରତ୍ୟୁଷ ଖୁଆସ, ମଧୁ ବନଛୋର ପ୍ରମୁଖ ରହିଛନ୍ତି ।

jittmm
Leave A Reply

Your email address will not be published.