ଦାୟିତ୍ୱହୀନତା ଠିକ୍‌ ନାହିିଁ, କରୋନା ବିପଦ ଟଳି ନାହିିଁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦାୟିତ୍ୱହୀନତା ଠିକ୍‌ ନାହିିଁ, କରୋନା ବିପଦ ଏବେବି ସମ୍ପୁର୍ଣ୍ଣ ଭାବରେ ଟଳି ନାହିଁ । କୋଭିଡ୍ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଆସନ୍ତୁ, ଆମେ ସମସ୍ତେ ଅଧିକ ଦାୟିତ୍ୱ ସମ୍ପନ୍ନ ହେବା । ସର୍ବସାଧାରଣ ସ୍ଥାନରେ ଦୁଇ ମିଟର ଦୂରତା ବଜାୟ ରଖିବା ସହିତ ମାସ୍କ ପରିଧାନ ଅଭ୍ୟାସ ଜାରି ରଖିବା । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.