jsm

ନୃଶଂସ ହତ୍ୟାକାଣ୍ଡ : ଦିଅର ହାତରେ ଭାଉଜର ପ୍ରାଣ ଗଲା

csstore

ଲାଠୋର, (କେପିଏନଏସ) : ଏକ ନୃଶଂସ ହତ୍ୟାକାଣ୍ଡର ଖବର ଆସିଛି। ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଲାଠୋର ଥାନା ଅନ୍ତର୍ଗତ ସାହାଜପାଣି ଗାଁର ଅନୀଲ ମେହେର ନିଜ ଭାଉଜଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଗୁରୁତର ଅବସ୍ଥାରେ ଭାଉଜଙ୍କୁ ପାଟଣାଗଡ଼ ଡ଼ାକ୍ତରଖାନାକୁ ଅଣାଯାଇଥିଲା। ତେବେ ଡାକ୍ତର ସେଠାରେ ଭାଉଜଙ୍କୁ ମୃତ ଘୋଷଣା କରିଥିଲେ। ଲାଠୋର ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତ ଅନୀଲକୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି।

yuvodaya
Leave A Reply

Your email address will not be published.