pr

ରୋଗାକ୍ରାନ୍ତଙ୍କ ଉଚିତ୍ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଦାବୀ ସହ ସହାୟତାର ହାତ ବଢ଼େଇଲା ମହିଳା ଶକ୍ତି

dr. purohit

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁଁ ବ୍ଲକ୍ ରାମଚନ୍ଦ୍ରପୁର ପଞ୍ଚାୟତ ମାଟୁପାଲି ଗାଁର ବିଧବା ମହିଳା ମିଥୁଳା ମିର୍ଧାଙ୍କ ଝିଅ କୁମାରୀ ଗୀତ ମିର୍ଧାଙ୍କ ସ୍ୱାସ୍ଥ୍ୟବସ୍ତା ଗୁରୁତର ଥିବାରୁ ବଲାଙ୍ଗିର ମହିଳା ଶକ୍ତିର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ମିଶ୍ର, ପାଟଣାଗଡ ବ୍ଳକ ଅଧ୍ୟକ୍ଷ ବନମାଳି କୁମ୍ଭାର, ଶ୍ରୀଯୁକ୍ତ କଲେତ, ମିତ୍ରଭନୁ କୁମ୍ଭାର ଓ ଦେଓଗାଁ ବ୍ଳକର ଯୁବ ସଭାପତି ମନୋଜ ପଟେଲ ଯାଇ ପାଞ୍ଚ ହଜାର ଟଙ୍କାର ଆର୍ଥିକ ସହାୟତା ଦେବା ସହିତ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ସିଡିଏମଓ ଏବଂ ସୁପରିଟେଣ୍ଡେଣ୍ଟଙ୍କ ସହିତ କୁମାରୀ ଗୀତା ମିର୍ଧାଙ୍କ କିପରି ଉଚିତ୍ ଚିକିତ୍ସା କରାଯିବାକୁ ଦାବୀ କରିଛନ୍ତି ।

nrusinghnath
Leave A Reply

Your email address will not be published.