ଅଭାବନୀୟ ଘଟଣା : ମାଲକାନଗିରି ସିଲେରୁ ନଦୀରେ ଡଙ୍ଗା ଓଲଟି ଜଣେ ଶିଶୁ ମୃତ, ୭ ନିଖୋଜ

ମାଲକାନଗିରି : ମାଲକାନଗିରିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମଳିଛି । ମାଲକାନଗିରି ଜିଲ୍ଲା ସିଲେରୁ ନଦୀରେ ଡଙ୍ଗା ଓଲଟି ଜଣେ ଶିଶୁ ମୃତ ହୋଇଥିବା ବେଳେ ୭ ନିଖୋଜ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ନଦୀ ପାର ହେଲା ବେଳେ ଗୁଣ୍ଠାବେଡା ପଞ୍ଚାୟତ କନ୍ଧଗୁଡା ନିକଟରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଡଙ୍ଗାରେ ଥିବା ୧୧ ଜଣଙ୍କର ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାେ ବେଳେ ୭ ଜଣ ନିଖୋଜ ଅଛନ୍ତି ଏବଂ ଆଉ ୩ ଜଣ ପହଁରି ପହଁରି କୂଅରେ ପହଂଚିଛନ୍ତି । ଏପର୍ଯ୍ୟନ୍ତ ନିଘୋଜଙ୍କ କୌଣସି ପତ୍ତା ମିଳି ପାରିନାହିଁ ।

Leave A Reply

Your email address will not be published.