ଆନ୍ତର୍ଜାତିକ ନର୍ସ ଦିବସରେ ନର୍ସିଂ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ନର୍ସ ଦିବସରେ ନର୍ସିଂ କର୍ମଚାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏକ ଟ୍ଵିଟ୍ ମାଦ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆନ୍ତର୍ଜାତିକ ନର୍ସ ଦିବସ ହେଉଛି କୋଭିଡ-୧୯ ଲଢେଇର ଆଗ ଧାଡିରେ ଥିବା ଆମର ପରିଶ୍ରମୀ ନର୍ସିଂ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇବାର ଏକ ଦିନ । କର୍ତ୍ତବ୍ୟ ପ୍ରତି ସେମାନଙ୍କ ଭାବନା, କରୁଣା ଏବଂ ଏକ ସୁସ୍ଥ ଭାରତ ନିର୍ମାଣ ଦିଗରେ ପ୍ରତିବଦ୍ଧତା ଅନୁକରଣୀୟ ଅଟେ ।

Leave A Reply

Your email address will not be published.