ବୌଦ୍ଧ ଜିଲ୍ଲାର କଣ୍ଟାମାଲ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ସକାଳ ୯ ଟା ବେଳକୁ ଆରମ୍ଭ ହୋଇଯାଇଛି । ଦୁଇଦିନ ତଳେ ବର୍ଷା ଓ ପବନ ହୋଇଥିବା ବେଳେ ଆଜି ପୁଣି ଆରମ୍ଭ ହୋଇଥିବା ଯୋଗୁଁ ଅନେକ ଚାଷୀ ଡାଲୁଆ ଧାନକୁ ନେଇ ଚିନ୍ତାରେ ଅଛନ୍ତି । ଆମ୍ବ ବଗିଚା ମାନଙ୍କରେ ଅନେକ ଆମ୍ବ ପବନରେ ପଡି ନଷ୍ଟ ହୋଇଯାଇଛି । ଏବେ ଏ ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ ।

Leave A Reply

Your email address will not be published.