ଝରାପାଲି ଗ୍ରାମ ଠାରେ ୧୬ ପ୍ରହରୀ ନାମ ଯଜ୍ଞ ଆରମ୍ଭ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସଂକ୍ରିଡା ପଞ୍ଚାୟତ ଝରାପାଲି ଗ୍ରାମ ଠାରେ ୧୬ ପ୍ରହରୀ ନାମ ଯଜ୍ଞ ଆରମ୍ଭ ହୋଇଯାଇଛି । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏଥିରେ ମୁଖ୍ୟ କର୍ତ୍ତା ଭାବରେ ଯୋଗେଶ୍‌ଶ୍ୱର ଭୂଏ ଓ ବନିତା ଭୁଏ କାର୍ୟ୍ୟ ତୁଲାଉଛନ୍ତି । ଆଜି କଲସ ଯାତ୍ରା ହୋଇ ପୂଜା କାର୍ୟ୍ୟ ଆରମ୍ଭ ହୋଇଛି । ଏଥିରେ ଝରାପାଲି ଗ୍ରାମବାସୀ ସହଯୋଗ କରୁଛନ୍ତି । ମୁଖ୍ୟ ପଣ୍ଡିତ ଭାବରେ ଧ୍ରୁବ ଚରଣ ତ୍ରିପାଠୀ ପୂଜ କାର୍ୟ୍ୟ ତୁଲାଉଛନ୍ତି ।

Leave A Reply

Your email address will not be published.