jayashree

କୃଷି ବିଲକୁ ନେଇ କୃଷକ ପକ୍ଷରୁ ଭାରତ ବନ୍ଦ : ଦେଓଗାଁରେ ପ୍ରଭାବ ଶୂନ୍ୟ : ସିନଖମନରେ ଆପ୍ ପକ୍ଷରୁ ରାସ୍ତାରୋକ

ଦେଓଗାଁ, (ମନୀଷ କୁମାର ସାହୁ) : କେନ୍ଦ୍ର ସରକାରଙ୍କ ତିନୋଟି ବିବାଦୀୟ କୃଷି ବିଲକୁ ନେଇ କୃଷକମାନଙ୍କ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ଦେଓଗାଁ ସଦର ସହ ଅଧିନସ୍ଥ ଗ୍ରାମାଞ୍ଚଳରେ ପ୍ରଭାବ ଶୂନ୍ୟ ଜଣାପଡିଛି । କିଛି ଦୋକାନୀ ଦୋକାନ ଖୋଲିବେ ତାହାକୁ ନେଇ ‌ଦ୍ୱନ୍ଦରେ ରହି କାଁ ଭାଁ ଛାଡି ଦେଲେ ପ୍ରାୟ ସମସ୍ତ ଦୋକାନ ବଜାର ଖୋଲା ରହିଥିଲା । ଯାନବାହାନ ଚଳାଚଳ ଓ ଜୀବନ ଯାତ୍ରା ମଧ୍ୟ ‌ସ୍ୱାଭାବିକ ରହିଥିଲା । ସେହିଭଳି ସିନଖମନରେ ଆମ ଆଦମୀ ପାର୍ଟି ପକ୍ଷରୁ ଆନ୍ଦୋଳନ କରି ଜାତୀୟ ରାଜପଥରେ ରାସ୍ତାରୋକ ହୋଇଥିଲା ।

Leave A Reply

Your email address will not be published.