jayashree

ପୁସ୍ତକ ବନ୍ଧୁ ସମ୍ମାନରେ ସମ୍ମାନିତ ଓ ଫୁଲ ବଗିଚା ଶିଶୁ କବିତା ଉନ୍ମୋଚିତ

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ର ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଶିଶୁ ଶ୍ରୀ ପାଠାଗାରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁସ୍ତକ ବନ୍ଧୁ ସମ୍ମାନରେ ବୃନ୍ଦାବନ କୁମ୍ଭାରଙ୍କୁ ସମ୍ମାନିତ କରାଯାଇଥିଲା ଓ ତାଙ୍କର ଶିଶୁ ସାହିତ୍ୟ ପୁସ୍ତକ, ଫୁଲ ବଗିଚା, ଉନ୍ମୋଚିତ ହୋଇଥିଲା । ଏଥିରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ବରଗଡ଼ ଜିଲ୍ଲାର ଶତାଧିକ ହାଇସ୍କୁଲର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଆୟୋଜକ ତଥା ଶିଶୁ ଶ୍ରୀ ପାଠାଗାରର ପ୍ରତିଷ୍ଠାତା ରବିନାରାୟଣ ସାହୁଙ୍କୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.