ସମାଜସେବୀ ପବିତ୍ର ଦେହେରିଙ୍କ ମାତୃ ବିୟୋଗ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡର ବିଶିଷ୍ଟ ସମାଜସେବୀ ପବିତ୍ର ଦେହେରିଙ୍କ ମାଆ ରାତ୍ନୀ ଦେହେରିଙ୍କ ୭୬ ବର୍ଷ ବୟସରେ ପରଲୋକ ଘଟିଛି । ତିନି ଦିନ ପୂର୍ବେ ସ୍ୱାସ୍ଥ୍ୟ ଅସୁସ୍ଥ ହେବାରୁ ଖେଦା ପାଲି ସ୍ଥିତ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ରବିବାର ସକାଳୁତାଙ୍କର ପରଲୋକ ଘଟିଛି । ଜିଲ୍ଳାର ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ ପାଇଁ ବିଶି କଲୋନୀ ସ୍ଥିତ ବାସଭବନକୁ ପହଂଚି ଶୋକ ସନ୍ତାପ୍ତ ପରିବାରକୁ ସମାବେଦନ ଜଣାଇଥିଲେ ।

Leave A Reply

Your email address will not be published.