ଆସନ୍ତା କାଲି ପୂର୍ବାହ୍ନ ସାଢେ଼ ୮ରୁ ପୂର୍ବାହ୍ନ ସାଢେ଼ ୧୧ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ପୂର୍ବାହ୍ନ ସାଢେ଼ ୮ରୁ ପୂର୍ବାହ୍ନ ସାଢେ଼ ୧୧ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ବିଦ୍ୟୁତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବଲାଙ୍ଗିର ସହରର ଗାନ୍ଧୀନଗରପଡ଼ା, ରାମେଶ୍ୱର ନଗର, ଏବିଏସ୍‌ଏସ୍‌ ରୋଡ଼, ବ୍ରାହ୍ମଣପଡ଼ା, ଜେଲ୍‌ କଲୋନୀ, ଜଗନ୍ନାଥପଡ଼ାର କିଛି ଅଂଶ, ରାଧାରାଣୀପଡ଼ାର କିଛି ଅଂଶ, ରାମଜୀପଡ଼ା ତଥା ଟାଉନ ପୋଲିସ ଷ୍ଟେସନ ଅଂଚଳରେ ପ୍ରଦତ୍ତ ସମୟରେ ବିଜୁଳି ରହିବ ନାହିଁ ବୋଲି କୁହାଯାଇଛି ।

Leave A Reply

Your email address will not be published.