jayashree

ଗୁଲାମ ନବୀ ଆଜାଦଙ୍କୁ ବିଦାୟ ଦେବା ବେଳେ କାନ୍ଦି ପକାଇଲେ ପିଏମ ମୋଦୀ

ନୂଆଦି‌ଲ୍ଲୀ : କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ରାଜ୍ୟସଭାରେ ଅବସର ନେଉଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାନ୍ଦି ପକାଇଛ‌ନ୍ତି । ଯେତେବେଳେ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ଜାମ୍ମୁ କାଶ୍ମୀରରେ ଗୁଜରାଟର ଯାତ୍ରୀମାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ସେହି ସମୟ ବିଷୟରେ ମୋଦୀ କହିଛନ୍ତି ଯେ, ତାଙ୍କୁ ପ୍ରଥମ କଲ୍ ଗୁଲାମ ନବୀ ଆଜାଦଙ୍କଠାରୁ ଆସିଥିଲା । ଗୁଜୁରାଟର ଲୋକଙ୍କ ପାଇଁ ଆଜାଦ କିପରି ତାଙ୍କ ପରିବାର ଭଳି ଚିନ୍ତା କରିଛନ୍ତି ସେ ବିଷୟରେ ମୋଦୀ କାହାଣୀ ବର୍ଣ୍ଣନା କରିଛନ୍ତି କା‌ନ୍ଦି ପକାଇଛ‌ନ୍ତି ।

Leave A Reply

Your email address will not be published.