କରୋନା ପଜିଟିଭ୍ ହେଲେ ତାମିଲ ଫିଲ୍ମ ସୁପରଷ୍ଟାର ସୁର୍ଯ୍ୟା

ନୂଆଦିଲ୍ଲୀ : ତାମିଲ ଫିଲ୍ମ ସୁପରଷ୍ଟାର ସୁର୍ୟ୍ୟାଙ୍କ କୋଭିଡ ୧୯ ରିପୋର୍ଟ ପଜିଟିଭ୍ ଆସିଛି । ତେବେ ସେ ଟ୍ୱିଟ କରି ଲେଖିଛନ୍ତି ଯେ, ‘ମେ କରୋନା ସେ ସଂକ୍ରମିତ୍ ହୁଁ ଔର ଇଲାଜ୍ କରା ରହା ହୁଁ । ହମ୍ ସଭି ମେହସୁସ୍ କରେଙ୍ଗେ କି ଜିନ୍ଦେଗୀ ଅଭି ସାମାନ୍ୟ ନେହି ହେ । ଡର୍ ସେ ହମ୍ ବେଠ୍ ନେହି ସକ୍‌ତେ । ସାଥ୍ ହି ହମେଁ ସୁରକ୍ଷା ଔର ଧ୍ୟାନ୍ ରଖନେ କି ଜରୁରତ୍ ହେ । ମଦତ୍ କରନେ ୱାଲେ ସଭି ଡକ୍ଟର୍ସ କୋ ପ୍ୟାର୍ ଔର ଧନ୍ୟବାଦ୍ ‘ । ସୁର୍ଯ୍ୟାଙ୍କର କରୋନା ଖବର ଜାଣିବା ପରେ ତାଙ୍କ ଫ୍ୟାନ୍ସମାନଙ୍କ ସମେତ ଅନ୍ୟ କଳାକାର ମାନେ ମଧ୍ୟ ସୁର୍ଯ୍ୟାଙ୍କର ସୁସ୍ଥ ହେବାକୁ ନେଇ ପ୍ରାର୍ଥନା କରୁଛନ୍ତି ।

Leave A Reply

Your email address will not be published.