oom

ଦୁଃଖୀ ପରିବାର ଉପ୍‌ରେ ଘୋର୍‌ ବିପଦ୍‌ : ଘରେ ଜୁଏ ଲାଗି କରି ପୁଡ଼ି ଗଲା ଗୁଟେ ଗୁଡେ଼ ପରିବାରର ବୋଝ ସ‌ମ୍ଭାଲି ଥିବାର ବ୍ରହ୍ମା ପଧାନଙ୍କର୍ ଘର

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼୍ ଜିଲ୍ଲାର୍ ବରପାଲି ପାଖର୍ ମହଦା ଗାଁର୍ ବ୍ରହ୍ମା ପଧାନଙ୍କର୍ ଘରେ ବହୁତ୍ ବଡ଼୍ ବିପଦ୍‌ ପଡ଼ିଛେ । ଆଘୋନୁ ନିଜର୍ ଗୁଟେ ଗୋଡ୍ ହରେଇ ଥିବା ବ୍ରହ୍ମାଙ୍କର୍ ବୁଝା ଉପରେ ନଏଲ୍‌ତା ବିଡା ବାଗିର୍ ତାଙ୍କର୍ ଘରେ ଗଲା ୫ ତାରିଖ୍ ଶୁକ୍ରବାର୍ ଦିନ ଜୁଏ ଲାଗି ସବୁ ଦହସ୍‌ ନହସ୍‌ ହେଇ ଯାଇଛେ ।

ଆଘୋ ଗୁଟେ ଛୋଟ୍ ଅଟୋ ଗାଡି ଚଲେଇ କରି ନିଜର୍ ପରିବାର୍ ପୁଷୁଥିବାର୍‌ ବ୍ରହ୍ମା କିଛି ଥାଇ ବେଏସା କରବାର୍ ଇଚ୍ଛା ଥିଁ ନିଜର୍ ଅଟୋ ବିକି ଦେଇ କରି ଘରେ ଛଚିଁ ରଖିଥିବାର୍ ଟଙ୍କା କେ ବି ଘରେ ଲାଗିଥିବାର ଜୁଏ ଥିଁ ହରେଇ ଦେଇ କରି ଇହାଦେ ବେସାହାରା ହୋଇ ଯାଇଛନ୍ । ତାଙ୍କର୍ ସ୍ତ୍ରୀ ସାଂଗେ ଦୁଇଟା ଛୋଟ୍ ଛୋଟ୍ ପୁଓ, ଝି’ର ଭରଣ୍ ପୋଷଣ୍ କରବାର୍ ଇହାଦେ ତାଙ୍କର୍ ଲାଗି କାଠିକର୍‌ ହେଇ ପଡିଛେ । ସମ୍‌କୁ ଅନୁରୋଧ୍ କରାଯାଇଛେ ଯେ, ନିଜର୍ ଶକ୍‌ତି ହିସାବେ ତାହାକୁଁ ଯାହା କିଛି ସାହାଯ୍ୟ ସହଯୋଗ୍‌ କରୁନ୍‌ । ବ୍ରହ୍ମାଙ୍କର୍ ମୋବାଇଲ୍‌ ନଂ.୯୭୭୭୬୦୩୩୭୫ ।

jittmm
Leave A Reply

Your email address will not be published.