oom

ଜାମସେଠ ଗାଁରେ ମୋ ସ୍କୁଲ ଅଭିଯାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଳକ ଜାମସେଠ ମନ୍ଦିର ପରିସରରେ ପ୍ରଧାନ ଶିକ୍ଷକ ଲଦ୍ରୋ ଗଏଁତାଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବ୍ଳକ ସ୍ତରୀୟ କମିଟିରେ ଦୟାନିଧି କୈବର୍ତ୍ତ, ମହାଦେବ ବେହେରା, କେଦାରନାଥ ରାଉତ ଯୋଗଦାନ କରି ମୋ ସ୍କୁଲ ବିଷୟରେ ଆଲୋଚନା କରିଥିଲେ । ତରଣୀସେନ ଡଣ୍‌ଣ୍ଡସେନା ମୋ ସ୍କୁଲ ଅଭିଯାନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ଜପ ସାହୁ, ଉଗ୍ରସେନ ରଣା, ନିରଞ୍ଜନ ମାଝୀ, ମିନିକେତନ ପ୍ରଧାନ, ଅକ୍ଷୟ ପ୍ରଧାନ, ହେମନ୍ତ ପ୍ରଧାନ, କ୍ଷିରୋଦ ମାଝୀ, ଜାନ୍ନବୀ ପଟ୍ଟନାୟକ, ସୁକାନ୍ତ ହଂସ, ଶାନ୍ତି ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ଛାତ୍ର ସଂସଦ ସଭାପତି ପଙ୍କଜ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.