ମିଆଁମାର ଶାସନ ପରିବ‌ର୍ତ୍ତନ : ଶିକ୍ଷକମାନେ ମଧ୍ୟ ସେନା ବିରୋଧରେ ପ୍ରଦର୍ଶନରେ ଭାଗ ନେଲେ

ମିଆଁମାର : ମିଆଁମାରରେ ସାମରିକ ଶାସନ ବିରୋଧରେ ସାଧାରଣ ଲୋକଙ୍କ ପ୍ରଦର୍ଶନ ବୃଦ୍ଧି ପାଇବାରେ ଲାଗିଛି । ବିକ୍ଷୋଭକାରୀଙ୍କ ସହ ଶିକ୍ଷକ ଓ ଛାତ୍ରମାନେ ମଧ୍ୟ ଯୋଗ ଦେଇଛନ୍ତି । ମିଆଁମାରର ବୃହତ୍ତମ ସହର ୟାଙ୍ଗୋନର ଏକ ବିଶ୍ୱବିଦ୍ୟାଳୟରେ ବିକ୍ଷୋଭକାରୀମାନେ ଜେଲରେ ଥିବା ନେତା ଅଙ୍ଗ ସାନ ସୁ ଚିଙ୍କୁ ସମର୍ଥନ ଜଣାଇଛନ୍ତି । ବିକ୍ଷୋଭକାରୀମାନେ ସେମାନଙ୍କ ପୋଷାକରେ ଲାଲ୍ ରିବନ୍ ପିନ୍ଧିଥିଲେ, ଯାହାକି ସୁ ଚିଙ୍କ ପାର୍ଟିର ରଙ୍ଗ ।

Leave A Reply

Your email address will not be published.