ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ସତ୍ୟନାରାୟଣପଡା ନିବାସୀ ପ୍ରଖ୍ୟାତ ବରିଷ୍ଠ ଅଭିନେତା, ସୁନାମଧନ୍ୟ କ୍ରୀଡାବିତ୍ ତଥା ନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଉଗ୍ରସେନ ଷଡ଼ଙ୍ଗୀ(୭୩)ଙ୍କ ଆଜି ଦେହାନ୍ତ ହୋଇଯାଇଛି । ସ୍ଥାନୀୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମାପିତ ହୋଇଥିବା ବେଳେ ବଡ଼ ପୁଅ ସ୍ୱରୂପ ପ୍ରକାଶ ମୁଖାଗ୍ନୀ ଦେଇଛନ୍ତି ।
Prev Post