ଦେଓଗାଁ ସିଏଚ୍‌ସିରେ ୩୦୪ଜଣ ନେଲେଣି କରୋନା ଟୀକା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ଼ ଯୋଦ୍ଧାଙ୍କୁ କରୋନା ଟୀକା ଦିଆଯାଉଛି । ପ୍ରଥମ ଦିନରେ ୮୮ଜଣ, ଦ୍ବିତୀୟ ଦିନରେ ୧୧୭ଜଣ ଓ ତୃତୀୟ ଦିନ ୯୯ଜଣ ମୋଟ ଭାବେ ୩୦୪ଜଣଙ୍କୁ କରୋନା ଟୀକା ଦିଆଯାଇଛି । ଆସନ୍ତା ୪ତାରିଖ ଦିନ ପୁଣି ଟୀକାକରଣ କରାଯିବାକୁ ପ୍ରସ୍ତୁତି କରାଯାଇଛି ବୋଲି ଦେଓଗାଁ ଗୋଷ୍ଠୀସ୍ବାସ୍ଥ୍ୟ ଅଧିକାରୀ ସୁରେନ୍ଦ୍ର ପରକିଆ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.