csstore

ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ‘ଆହ୍ୱାନ ଭାରତ’ସଂଗଠନ ତରଫରୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ପଦ୍ମପୁର ଅଗ୍ନିଶମ କେନ୍ଦ୍ରରେ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ସମସ୍ତ କର୍ମଚାରୀ ମାନ‌ଙ୍କୁ ‘ଆହ୍ୱାନ ଭାରତ’ ସଂଗଠନ ତରଫରୁ ସମ୍ବର୍ଦ୍ଧନା ଯାଇଥିଲା । ସଂଗଠନର ମୁଖ୍ୟ ରଞ୍ଜିତା ପ୍ରିୟଦର୍ଶନୀ ଅଗ୍ନିଶମ କେନ୍ଦ୍ରର କେନ୍ଦ୍ରଧିକାରୀ ବେଦବ୍ୟାସ ପିଙ୍ଗ, ମୁଖ୍ୟ ଆଗ୍ନିକ ଅର୍ଜୁନ ବାଗ, ଡ୍ରାଇଭର ତପନ ବେହେରା ,ଆଗ୍ନିକ ପ୍ରେମାନନ୍ଦ ରଣା, ଆଗ୍ନୀକ ଦେବହରି ବରିହା ଏବଂ କେନ୍ଦ୍ରର ସମସ୍ତ କର୍ମଚାରୀ ମାନକୁ ସମ୍ବର୍ଦ୍ଧନା ସହ ମାନପତ୍ର ଦେଇଥିଲେ ।

jayashree
Leave A Reply

Your email address will not be published.