ବିପୁଳ ପରିମାଣର ଗୋ ମାଂସ ଜବତ

ଭୁବନେଶ୍ୱର : ବିପୁଳ ପରିମାଣର ଗୋ ମାଂସ ଜବତ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବାଲିପାଟଣା ଥାନା ସାହେବନଗର ଗାଁରେ ଗୋ ମାଂସ ବାହାରକୁ ପଠାଇବା ପାଇଁ ପ୍ୟାକିଂ କରି ଗାଡିରେ ରଖାଯାଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜଣଙ୍କୁ ଅଟକ ରଖିବା ସହ ଜଣକୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତି‌ଙ୍କ ଘରୁ ପ୍ରାୟ ୩୦ରୁ ଅଧିକ ପେଟି ଗୋମାଂସ ଜବତ ହୋଇଛି । ଯାହାର ଓଜନ ପାଖାପାଖି ୨୦ କ୍ବିଣ୍ଟାଲରୁ ଅଧିକ ହେବ । ଗିରଫ ବ୍ୟକ୍ତି ଜଣକ ହେଲା ଫିରୋଜ ଅଲ୍ଲୀ ଖାନ ।

Leave A Reply

Your email address will not be published.