centurian jitm

ଗଞ୍ଜାମ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଆସନ୍ତା ତା୨୮.୪.୨୫ରିଖ ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜନ ହେବ । ଏହା ସକାଳ ୭ ଘଟିକାରୁ ଆରମ୍ଭ ହୋଇ ୧୦ ଘଟିକା ପର୍ଯ୍ୟନ୍ତ ଚାଲିବ । ସୂଚନା ଯୋଗ୍ୟ ଯେ, ପ୍ରବଳ ଖରା ହେବା ଯୋଗୁଁ  ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓଡିଶା ସରକାର ଏପ୍ରିଲ ମାସରୁ ସକାଳ ୭ ଘଟିକାରୁ ୧୦ ଘଟିକା ମଧ୍ୟରେ ଜନ ଅଭିଯୋଗ ଶୁଣାଣୀ କରିବାର ନିର୍ଦ୍ଦେଶ ଜାରି କରିଛନ୍ତି । ଜନ ସାଧାରଣ ପଂଜିକରଣ ପ୍ରାପ୍ତୀ ସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ତଥା ଅଭିଯୋଗ ଦରଖାସ୍ତ ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ଅଭିଯୋଗ ଜଣାଇ ପାରିବେ ।

Leave A Reply

Your email address will not be published.