ବ୍ରହ୍ମପୁର : ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା । ବୁଧବାର ବିଳମ୍ବିତ ରାତିରେ ସ୍ଥାପନ ହୋଇଛି ଶୁଭଖୁଣ୍ଟି । ଦେଶିବେହେରାଙ୍କ ଘର ନିକଟରେ ସ୍ଥାପନ ହୋଇଛି ଶୁଭଖୁଣ୍ଟି । ଏପ୍ରିଲ ମାସ ୩ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଯାତ୍ରା ଅନୁଷ୍ଠିତ ହେବ । ବୁଧବାର ଯାତ୍ରା ସମୟ ଧାର୍ଯ୍ୟ ହେବା ପରେ ଏକ ବିରାଟ ପଟୁଆର ବାହାରି ମାଆ ବୁଢୀ ଠାକୁରାଣୀ ମନ୍ଦିରରେ ପହଞ୍ଚିଥିଲା । ବାଜା, ବାଜଣା, ଶଙ୍ଖ ମହୁରୀ ନାଦରେ ପୁରା ପରିବେଶ ପ୍ରକମ୍ପିତ ହୋଇପଡିଥିଲା ।
Prev Post