ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ : ବାପାକୁ ହତ୍ୟା କଲା ପୁଅ

ସୁନ୍ଦରଗଡ଼ : ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ । ମାତାଲ୍ ଅବସ୍ଥାରେ ବାପାକୁ ପିଟି ପିଟି ହତ୍ୟା କଲା ପୁଅ । ଏପରି ଏକ ଅଘଟଣ ଲେଫ୍ରିପଡା ଥାନା ଛଟେନପାଲିରେ ଦେଖିବାକୁ ମିଳିଛି । ମାତାଲ୍ ଅବସ୍ଥାରେ ବାପାକୁ ପିଟି ହତ୍ୟା ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଘଟଣାସ୍ଥଳରେ ପୋଲିସର ତନାଘନା ଚାଲିଥିବା ବେଳେ ହତ୍ୟାକାରୀ ପୁଅକୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.