csstore

୧୦ ଦଫା ଦାବି ପୂରଣ ନେଇ ଟିଟିଲାଗଡ଼ରେ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସରକାରୀ ଡାକ୍ତରଖାନା ସମ୍ମୁଖରେ କାର୍ଯ୍ୟରତ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ଡ଼ାକରା । ନର୍ସମାନେ ତାଙ୍କର ଦାବି ପୂରଣ ନ ହେଲା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଧମକ ଦେବା ସହ ଯଦି ଏହି ସମୟରେ କୌଣସି ରୋଗୀର କିଛି ଅସୁବିଧା ହୁଏ ସେଥିପାଇଁ ସରକାର ଦାୟି ରହିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନରେ କଳ୍ପନା ମଞ୍ଜରୀ ନାଗ, ବାସନ୍ତୀ ଦେଇ, କୃଷ୍ଣା କୁମାରୀ ମହାପାତ୍ର, ଝରଣାମୟୀ ନନ୍ଦ, ଲିଜା ସାହୁ, ମିନା ପାତ୍ର, ବିନୟ କୁମାର ସାହୁ, ରଶ୍ମି ଭେଂଗ୍ରା, ପିଙ୍କି ମାଝୀ, ରୋଜି ପ୍ରଧାନ, ତିଳୋତ୍ତମା ସାହୁ, ଅନୁପମା କେରକେଟା, ସୁଷମା ସିପକା, ରତ୍ନାକର ପଟେଲ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.