pr

ଦିଲ୍ଲୀଠାରେ ଆୟୋଜିତ ଡାଇଡେକ ଇଣ୍ଡିଆର ୧୪ ତମ ବାର୍ଷିକ ସମ୍ମିଳନୀରେ ଟିଟିଲାଗଡ଼ ହେଲୋ କିଡ୍ସ ପୁରସ୍କୃତ

dr. purohit

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦେଶର ସମସ୍ତ ଶିକ୍ଷା ଅନୁଷ୍ଠାନ ମାନଙ୍କୁ ନେଇ ଡ଼ାଇଡେକ ଇଣ୍ଡିଆ ତରଫରୁ ତିନି ଦିନିଆ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମୀଳନୀରେ ଦେଶର ବିଭିନ୍ନ ପ୍ରାନ୍ତରେ ଖୋଲିଥିବା ସ୍କୁଲ ଓ ସ୍କୁଲ ପରିଚାଳକ ମାନେ ଯୋଗ ଦେଇଥିଲେ । ଟିଟିଲାଗଡ଼ ହେଲୋ କିଡ୍ସର ମୁଖ୍ୟ ପରିଚାଳକ ଶ୍ରୀମାନ ଫେଜ ମହମ୍ମଦ ଖାଁଙ୍କୁ ଏଜୁକେଟର ଅଫ ଦି ୟର ଆୱାର୍ଡ଼ରେ ଡାଇରେକ୍ଟର ଅଫ ଆର୍ଲି ଚାଇଲ୍ଡହୁଡ ଆସୋସିଏସନ୍‌ର ଡ. ରିତା ସୋନାୱତ, ୟୁ. କେ. ଡିପାର୍ଟମେଣ୍ଟ ଅଫ ଏଜୁକେସନ୍‌ର ପରାମର୍ଶଦାତା ମେସର୍ସ ଫେଲିଶିଟି ଗିଲେସପି ସମ୍ବର୍ଦ୍ଧିତ କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଫେଜ୍ ଖାଁକୁ ଟିଟିଲାଗଡର ବିଭିନ୍ନ ସଙ୍ଗଠନ ତରଫରୁ ଶୁଭେଚ୍ଛା ଜଣାଇଛନ୍ତି ।

nrusinghnath
Leave A Reply

Your email address will not be published.