ପବିତ୍ର ନୂଆଁଖାଇ ଅବସରରେ ରବି ୨୦୨୪ – ୨୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ସି.ଏମ୍.କିଷାନ ସହାୟତା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଛି । ପ୍ରାୟ ୪୬ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାର ଲଭାନ୍ଵିତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲରେ ପ୍ରାୟ ୨ ଲକ୍ଷ ୪୦ ହଜାର ଚାଷୀ ଲଭାନ୍ୱିତ ହେଲେ । ଏହି ଅବସରରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଏବଂ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ, ଓଡ଼ିଶା କନକ ବର୍ଦ୍ଧନ ସିଂ ଦେଓ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

Leave A Reply

Your email address will not be published.