ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼ : ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଦୁର୍ଘଟଣା ନା ହତ୍ୟା । ଖବର ଅନୁଯାୟୀ ସୁନ୍ଦରଗଡ଼ ଭଷ୍ମା ଥାନା ମସନିକାନି ନିକଟ ୧୦ ନମ୍ୱର ରାଜ୍ୟ ରାଜପଥ ରାସ୍ତାକଡରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ଯୁବକଙ୍କ ପରିଚୟ ମିଳିପାରିନାହିଁ । ଏହା ଦୁର୍ଘଟଣା ନା ହତ୍ୟା ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ମୃତଦେହ ନିକଟରେ ବାଇକ ପଡିଛି ।

Leave A Reply

Your email address will not be published.