ଭାରତର ସ୍ଥଳ ସୈନିକ ଏନ୍‌ସିସି କ୍ୟାମ୍ପ ଆସନ୍ତା ସେପ୍ଟେମ୍ବର ୨ରେ

ନୂଆଦିଲ୍ଲୀ : ଭାରତର ସ୍ଥଳ ସୈନିକ ଏନ୍‌ସିସି କ୍ୟାମ୍ପ ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ୧୪ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି । ଏହି କ୍ୟାମ୍ପରେ ପ୍ରତ୍ୟେକ ରାଜ୍ୟର ଏନ୍‌ସିସି ଛାତ୍ରମାନେ ଯୋଗ ଦେବେ ବୋଲି ସୂଚନା ମିଳିଛି । ଏହି ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡିଶା ଏନ୍‌ସିସି ପକ୍ଷରୁ ୫୧ ଜଣ କ୍ୟାଡେଡ୍‌ ମନୋନୀତ ହୋଇଛନ୍ତି । ଯେଉଁମାନେ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଆଶା ରଖାଯାଇଛି ।

Leave A Reply

Your email address will not be published.