ପ୍ରସବ ପରେ ମହିଳାମାନେ ଖାଆ‌ନ୍ତୁ ଏହି ଗୁଡ଼ ଲଡ଼ୁ : ଭରପୂର ଶ‌କ୍ତି ଓ ସାମର୍ଥ୍ୟ ମିଳିବ

ସାଧାରଣତଃ ପ୍ରସବ ପରେ ମହିଳାମାନେ ଦୁର୍ବଳ ଅନୁଭବ କର‌ନ୍ତୁ । ଏହି ସମୟରେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ତେବେ ତୁର‌ନ୍ତ ଶକ୍ତି ଓ ସାମର୍ଥ୍ୟ ପାଇବା ପାଇଁ ପ୍ରତ୍ୟହ ନିୟମିତ ଖାଆ‌ନ୍ତୁ ଏହି ଗୁଡ଼ ଲଡ଼ୁ । ଏହା କିପରି ତିଆରିବା ଆସ‌ନ୍ତୁ ଜାଣିବା । କିଛି କାଜୁ, ପିସ୍ତା ବାଦାମ ଓ ଭୂଇଁ ବାଦାମକୁ ଟିକିଏ ଛୋଟ ଛୋଟ ତୁକୁଡ଼ା କରି ଛେଚି ଦିଅନ୍ତୁ ଓ ସାମାନ୍ୟ ଆଂଚରେ ଭାଜି ଦିଅ‌ନ୍ତୁ । ତାପରେ ଏହାକୁ ଗରମ କରାଯାଇଥିବା ଗୁଡ଼ରେ ପକାଇ ଲଡ଼ୁ ପାଗ କର‌ନ୍ତୁ । ଏହାପରେ ଏହାକୁ ଲଡ଼ୁ ତିଆର‌ନ୍ତୁ । ଏହି ଲଡ଼ୁ ପ୍ରତ୍ୟହ ନିୟମିତ ଭାବେ ଖାଆ‌ନ୍ତୁ, ଦେଖିବେ ଦୁର୍ବଳତା ଦୂର ହେବ ।

Leave A Reply

Your email address will not be published.