csstore

ସିର୍ଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଗଠିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆର ବଡ଼ଜୋର ଠାରେ ବଣଭୋଜି ଅବସରରେ ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ଅଞ୍ଚଳର ସାହିତ୍ୟିକ ଓ କଳାକାର ମାନକୁ ନେଇ ଏକ ନୂତନ ଅନୁଷ୍ଠାନ “ସିର୍ଜିନା” ଗଠିତ ହୋଇ ଯାଇଛି । ଏଥିରେ ପୂର୍ବତନ ସରପଞ୍ଚ ଗଣେଶ ବସ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନାଟ୍ୟକାର ହରିହର ପ୍ରଧାନ, ଲକ୍ଷ୍ମଣ ମହାପାତ୍ର, ଅର୍ଜୁନ ବସ୍ତିଆ, ଲିଙ୍ଗରାଜ ପ୍ରଧାନ, ଫକୀର ପ୍ରଧାନ, ବିଶ୍ୱଜିତ ବସ୍ତିଆ, ଧ୍ରୁବିଚରଣ ଦେହୁରୀ, ସୁଦର୍ଶନ ନାଏକ, ସୁଦାମ ରାଜହଂସ, କୁଳମଣି ସାମରତ, ଆକାଶ ରାଜହଂସ , ଉପେନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ରହି ନିଜନିଜ ମତ ରଖିଥିଲେ ।

jayashree
Leave A Reply

Your email address will not be published.