ଆଇସିୟୁରେ ଭର୍ତ୍ତି ହେଲେ କାଜୋଲଙ୍କ ମାଆ ତନୁଜା

ମୁମ୍ଵାଇ : ୬୦ ଦଶକର ଜଣାଶୁଣା ଚଳଚ୍ଚିତ୍ର ଅଭିନେତ୍ରୀ ତନୁଜାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି । ତାଙ୍କୁ ମୁମ୍ବାଇର ଜୁହୁସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତନୁଜା ବର୍ତ୍ତମାନ ଡାକ୍ତରଖାନାର ଆଇସିୟୁରେ ଅଛନ୍ତି । ତାଙ୍କ ସହ କ’ଣ ହୋଇଛି ସେ ସମ୍ପର୍କରେ ଅଧିକ ସୂଚନା ନାହିଁ । ତେବେ ବର୍ତ୍ତମାନ ତାଙ୍କ ଅବସ୍ଥାରେ ସୁଧାର ଆସୁଥିବା ଖବର ମିଳିଛି ।

Leave A Reply

Your email address will not be published.