କରୋନା ଟୀକା ନେଲେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ

ନ୍ୟୁୟର୍କ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ କରୋନା ଟୀକା ନେଇଛ‌ନ୍ତି। ୭୮ ବର୍ଷୀୟ ବାଡେନ କରୋନାର ହାଇ-ରିସ୍କ ଗ୍ରୁପରେ ଆସୁଥିବା ବେଳେ ତାଙ୍କୁ କରୋନା ଟୀକାର ଦିଆଯାଇଥିା ସୂଚନାରେ କୁହାଯାଇଛି। ଏକ ଲାଇଭ୍ ଟେଲିଭିଜନରେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଟୀକାକରଣ କରାଯାଇଥିଲା । ଏହି ଅବସରରେ ବାଡେନ ବୈଜ୍ଞାନିକ, ସ୍ୱାସ୍ଥ୍ୟକର୍ମୀ ସମେତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କୁ ଫାଇଜର ଦ୍ୱାରା ବିକଶିତ କରୋନା ଟୀକା ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ, ଆମେରିକାରେ ଫାଇଜରର କରୋନା ଟୀକା ସରକାରୀ ଅନୁମୋଦନ ଲାଭ କରିଛି।

Leave A Reply

Your email address will not be published.

error: Content is protected !!