ଗୋପପୁର ମହିମା ଆଶ୍ରମରେ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଧିନସ୍ଥ ଯୋଗେନ୍ଦ୍ରନାଥପୁର ଗୋପପୁର ମହିମା ଆଶ୍ରମଠାରେ ଶହେରୁ ଉର୍ଦ୍ଧ ଫଳ ବୃକ୍ଷ ରୋପଣ କଲେ ସମାଜସେବୀ ରବୀନ୍ଦ୍ର ବାରିକ । ଏହି କାର୍ଯ୍ୟକ୍ରମରେ ରୋହିତ ବେହେରା, ଅର୍ଜୁନ ପଟେଲ, ପବିତ୍ର ପଟେଲ, ରଞ୍ଜନ ବେହେରା, ଚନ୍ଦ୍ରମଣି ପଟେଲ, ମୀନ କେତନ ପଟେଲ, ବୋଇଲୁଛନ ପଟେଲ, କିଶନ ପଟେଲ, ରୋସନ୍ ପଟେଲ, ସୁଶାନ୍ତ ଛତ୍ରିଆ ପ୍ରମୁଖ ସହଯୋଗ କରନ୍ତି ।

Leave A Reply

Your email address will not be published.

error: Content is protected !!