ପୋଲିସରେ ଚାକିରି କରାଇ ଦେବାକୁ କହି ୨୫ ଲକ୍ଷ ଠକେଇ ଅଭିଯୋଗ ଓଡିଶା By Koshala Prabaha On Friday 5th May 2023, 9:06 am Share ମଞ୍ଚେଶ୍ୱର : ପୋଲିସ ବିଭାଗରେ କନେଷ୍ଟବଳ ଚାକିରି କରାଇ ଦେବାକୁ କହି ୨୫ ଲକ୍ଷ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ମୟୂରଭଞ୍ଜ ରାଇରଙ୍ଗପୁର ଅଞ୍ଚଳର ଦେବବ୍ରତ ପଲେଇଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ପୋଲିସ । mancheswar news