oom

ରାମ ନବମୀରେ ଗବଗାଁ ଯୁବକମାନଙ୍କ ଦ୍ୱାରା ମା’ ବାସନ୍ତୀଙ୍କୁ ପୂଜା ଅର୍ଚ୍ଚନା

jsmm

ଭୋଗରାଇ, (ଶିବନାରାୟଣ ପାତ୍ର ) : ଗବଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ସେହି ଗ୍ରାମର ପବିତ୍ର ରାମ ନବମୀ ପୂଜାରେ ଗ୍ରାମର ବାସନ୍ତୀ ମାତା ପୂଜା କମିଟିର ଯୁବକମାନେ ସଭାପତି ଦେବମୋହନ ଦତ୍ତ, ଉପସଭାପତି ଜୟକୃଷ୍ଣ ଦେ, ସଂପାଦକ ମନୋଜ କୁମାର ଗିରି, କୋଷାଧ୍ୟକ୍ଷ କାଳିକିଙ୍କର ଦେ, ସମାଜସେବୀ ପାର୍ଥସାରଥି ଦେ, ସମ୍ଭୁନାଥ ଗିରି, ପୂଜା କମିଟି ସଦସ୍ୟ ଜୟନ୍ତ ଜେନା, ପ୍ରଣବ ଦତ୍ତ, ପ୍ରଦୀପ ଦତ୍ତ, ବିଶ୍ୱଭୂଷଣ ଗିରି, ଆନନ୍ଦ ଦେ, ପ୍ରତ୍ୟୁଷ ଦେ, ସଞ୍ଜୟ ଖଟୁଆ, କୈଳାସ ଜେନା, ଜଗଦୀଶ ଦେ, ହିମାଂଶୁ ଦତ୍ତ, ମାନସ ଗିରି, ମନ୍ମଥ କୁମାର ଗିରି ପ୍ରମୁଖ ଭକ୍ତିପୂତ ଭାବେ ମାଆ ବାସନ୍ତୀ ଦେବୀଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରି ସାରା ବିଶ୍ୱବାସୀଙ୍କ ମଙ୍ଗଳ କାମନା କରିଛନ୍ତି ।

jittmm
Leave A Reply

Your email address will not be published.