ବିଧବା ଆଦିବାସୀ ମହିଳାଙ୍କ ଜମି ହଡପ କରି ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ଓଡିଶା By Koshala Prabaha On Saturday 10th December 2022, 11:45 am Share ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଘୁନେଶ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଦୋବଡା ଗାଁରେ ଜଣେ ବିଧବା ଆଦିବାସୀ ମହିଳା ମଡା ଭୋଇଙ୍କ ଜମି ହଡପ କରି ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । turekela news