ବାଦୀମୁଣ୍ଡା ପେକ୍ସରେ କୃଷିସଭା ଅନୁଷ୍ଠିତ

ଝାରମୁଣ୍ଡା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବାଦୀମୁଣ୍ଡା ପେକ୍ସରେ ଏକ କୃଷିସଭା ଅନୁଷ୍ଠିତ ହୋଇଯାଇଛି । ସଭାପତି ଲେକୃ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବହୁ ଚାଷୀ ଓ ସମସ୍ତ ସମିତିର ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ । ଖରିଫ କୃଷିଋଣ, ଗୋଷ୍ଠୀ ଋଣ, ଅଫିସ, ଗୋଦାମ ଘର ବିଷୟରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.