pr

ଚାଲିଗଲେ ଯୁବ ବ୍ୟବସାୟୀ ସନ୍ତୋଷ କୁମାର ପୁରୋହିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଜଣାଶୁଣା ଯୁବ ବ୍ୟବସାୟୀ ସନ୍ତୋଷ କୁମାର ପୁରୋହିତ (କୁନା)ଙ୍କ ଗତକାଲି ପରଲୋକ ହୋଇଯାଇଥିବା ଜଣାପଡିଛି । ଏହି ଖବର ଶୁଣି ସାରା ସହରରେ ଶୋକର ଛାୟା ଖେଳିଯାଇଥିବା ଜଣାପଡିଛି ।

nrusinghnath
Leave A Reply

Your email address will not be published.