jsm

ଜିଲ୍ଲାରେ ମଦ୍ୟପାନ ସେବନ କରି ଗାଡି ଚଲାଉଥିବା ୨୨ ଜଣ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖିଲା ପୋଲିସ ବୋଲି ଏସ୍‌ପିଙ୍କ ସୂଚନା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାରେ କ୍ରମାଗତ ଭାବେ ଦୁର୍ଘଟଣା ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିବାର ଗୋଟିଏ ମୁଖ୍ୟ କାରଣ ହେଉଛି ମଦ୍ୟପାନ ସେବନ କରି ଗାଡି ଚଲାଇବା । ତେବେ ଏଥିପ୍ରତି ଧ୍ୟାନ ଦେଇ ଜିଲ୍ଲା ପୋଲିସ ପ୍ରଶାସନ କଡା ପଦକ୍ଷେପ ନେଇଥିବା ବେଳେ ଆଜି ଜିଲ୍ଲାରେ ମଦ୍ୟପାନ ସେବନ କରି ଗାଡି ଚଲାଉଥିବା ୨୨ ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ଥାନାରେ ଅଟକ ରଖାଯାଇଥିବା ଏସ୍‌ପି ନିତିନ କୁଶଲକର ଏନେଇ ସୂଚନା ଦେଇଛନ୍ତି ।

yuvodaya
Leave A Reply

Your email address will not be published.