jayashree

ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହେଲେ ଲୋଇସିଂହାର ଅମିତ ମେହେର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଡେଲି ମାର୍କେଟ ବାସିନ୍ଦା ଅମିତ କୁମାର ମେହେର ୩୮୩ ରେଙ୍କ ରଖି ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଛନ୍ତି । ନିଜସ୍ୱ ଉଦ୍ୟମରେ ପ୍ରଚେଷ୍ଟା ଜାରି ରଖି ସେ ଏଥିରେ ସଫଳତା ପାଇବା ସହିତ ତାଙ୍କ ସ୍ୱର୍ଗୀୟ ବାପା ପାଣ୍ଡବ ମେହେରଙ୍କ ଉଦ୍ଦେଶ୍ୟରେ ଏହାକୁ ଉତ୍ସର୍ଗ କରିଛନ୍ତି । ଛାତ୍ର ଜୀବନରେ ଅମିତ ଲୋଇସିଂହା ବ୍ଲକ ସ୍ତରରେ ମାଟ୍ରିକରେ ସର୍ବୋଚ୍ଚ ନମ୍ବର ରଖି ପାସ କରିବା ପରେ ବିଭିନ୍ନ ଅନୁଷ୍ଠାନରୁ ଉଚ୍ଚଶିକ୍ଷା ଲାଭ କରିଥିବା ଜଣାଯାଇଛି ।

Leave A Reply

Your email address will not be published.