ଗୋପାଳପୁର ପରିକ୍ରମା କଲା ଅହିଂସା ରଥ ଓଡିଶା By Koshala Prabaha On Tuesday 27th September 2022, 10:47 am Share ଭୁବନେଶ୍ୱର, (କେପିଏନ୍ଏସ୍) : ଗଂଜାମ ଜିଲ୍ଲା ପରିଦର୍ଶନର ଦ୍ୱିତୀୟ ଦିନରେ ଅହିଂସା ରଥଟି ଗୋପାଳପୁର ପରିକ୍ରମା କରିଥିଲା । ସ୍ଥାନୀୟ ଜନତା ଉଲ୍ଲାସର ସହ ଗଣନାଟ୍ୟ ଏବଂ ଅଭିନୟ ପ୍ରଦର୍ଶନ କରି ରଥର ଭବ୍ୟ ସ୍ୱାଗତ କରିଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । bhubaneswar news