ସଙ୍ଗବଦ୍ଧ ଆକ୍ରମଣରେ ଯୁବକ ଗୁରୁତର : ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦେଇପାଲିରେ ସଙ୍ଗବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନାନୁସାରେ ଯୁବକ ଜଣକ ବରପାଲିପଡାର ସୁଧିର ବେହେରା ବୋଲି ଜଣାପଡିଛି । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ସୁଧିରଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ହସ୍‌ପିଟାଲର ସର୍ଜରୀ ୱାର୍ଡରେ ଚିକିତ୍ସା କରାଯାଉଥିବା ଜଣାପଡିଛି ।

Leave A Reply

Your email address will not be published.