oom

ଭୀମ ପାହାଡ଼କୁ ବଲାଙ୍ଗିର ଡିଏଫ୍ଓଙ୍କ ସହ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ପରିଦର୍ଶନ ନେଇ ଜିଲ୍ଲାପାଳଙ୍କ ସୂଚନା

jsmm

ବଲାଙ୍ଗିର, (କେପିଏନ୍ଏସ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପର୍ଯ୍ୟଟନସ୍ଥଳୀ ଭୀମ ପାହାଡ଼କୁ ବଲାଙ୍ଗିର ଡିଏଫ୍ଓ ନୀତିଶ କୁମାରଙ୍କ ସହ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସ୍‌ପି ନୀତିନ କୁଶଳ କର ମିଳିତ ଭାବେ ପରିଦର୍ଶନ କରିଥିବା ନେଇ ଆଜି ଜିଲ୍ଲାପାଳ ଶ୍ରୀ ରାଣା ସୂଚନା ଦେଇଛନ୍ତି । ତେବେ ଭୀମ ଡୁଙ୍ଗୁରୀଠାରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ଉପରେ ତଦାରଖ କରିବା ପାଇଁ ପରିଦର୍ଶନ କରିଥିବା ବେଳେ ଗୁମ୍ଫା, ମନ୍ଦିର ଆଖପାଖ ଡିଭଟ୍, ପାର୍କିଂ, କାଫେ, ଟ୍ରାଞ୍ଜିଟ୍ ହାଉସ୍, ପିକନିକ୍ ସ୍ପଟ୍, ଜଙ୍ଗଲ ଟ୍ରେଲ୍, ପାର୍କ ଏବଂ ୱାଟରବୋଡ୍ ଡିଭଟ୍ ନିକଟରେ ଖୁବ୍ ଶୀଘ୍ର କାର୍ଯ୍ୟ ଶେଷ ହେବ ବୋଲି ସୂଚନାରେ କୁହାଯାଇଛି ।

jittmm
Leave A Reply

Your email address will not be published.